କେନାଲକୁ ବସ୍ ଖସିପଡିବା ଫଳରେ ୯ ଜଣଙ୍କର ମୃତ୍ୟୁ ।

132
ADVERTISEMENT

ଆନ୍ଧ୍ରପ୍ରଦେଶ,୧୬।୧୨(ଡ଼ି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ଜାଲେରୁରେ ଏକ ବସ୍ ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡିବା ଫଳରେ ୯ ଜଣଙ୍କର ମୃତ୍ୟୁ । ଏବଂ ପ୍ରତି ମୃତକଙ୍କ ପରିବାରକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୫ଲକ୍ଷ ଟଙ୍କାଏ କ୍ଷତିପୂରଣ ରାଶି ଘୋଷଣା ହୋଇଥିବା ବେଳେ ବସ ରେ ପ୍ରାୟ ୪୭ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ।

Advertisement