Friday, September 25, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲରୁ କଏଦୀ ଫେରାର ।

କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲରୁ କଏଦୀ ଫେରାର ।

163
ADVERTISEMENT

କନ୍ଧମାଳ,୧୪/୧୨(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲରୁ କଏଦୀ ଫେରାର । ଦିନ ଦ୍ୱିପହରରେ ପୋଲିସକୁ ଚକମା ଦେଇ କଏଦୀ ଜଣକ ସେଲର ଝରକା ଗ୍ରୀଲ କାଟି ଫେରାର ହୋଇଥିବା ସୂଚନା । ଫେରାର ଅଭିଯୁକ୍ତ ହେଲେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁର ଟୁକୁନା ମାଳି ।

Advertisement