Thursday, September 24, 2026
ADVERTISEMENT
Home ଆଞ୍ଚଳିକ ସମ୍ବଲପୁର ବୁର୍ଲାରେ ଜଣେ ବ୍ୟବସାୟୀ ପିକଅପ୍ ଭ୍ୟାନ୍ ରେ ବେଆଇନ ଭାବେ ପାନ ମସଲା ଚାଲାଣ...

ସମ୍ବଲପୁର ବୁର୍ଲାରେ ଜଣେ ବ୍ୟବସାୟୀ ପିକଅପ୍ ଭ୍ୟାନ୍ ରେ ବେଆଇନ ଭାବେ ପାନ ମସଲା ଚାଲାଣ କରୁଥିବା ବେଳେ GST ବିଭାଗର ଚଢାଉ, ଏବଂ ଲକ୍ଷାଧିକ ଟଙ୍କାର ଫାଇନ୍ ଆଦାୟ।

254
ADVERTISEMENT

ସମ୍ବଲପୁର,୧୩/୧୨(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ବୁର୍ଲାରେ ଜଣେ ବ୍ୟବସାୟୀ ପିକଅପ୍ ଭ୍ୟାନ୍ ରେ ବେଆଇନ ଭାବେ ପାନ ମସଲା ଚାଲାଣ କରୁଥିବା ବେଳେ GST ବିଭାଗର ଚଢାଉ, ଏବଂ ଲକ୍ଷାଧିକ ଟଙ୍କାର ଫାଇନ୍ ଆଦାୟ । ଜିଏସଟି ବିଭାଗ ଉକ୍ତ ପାନ ମସଲା ବ୍ୟବସାୟୀ ପ୍ରମୋଦ କୁମାର ଅଗ୍ରଓ୍ବାଲଙ୍କୁ ୧ ଲକ୍ଷ ୭୭ ହଜାର ୧୭୧ ଟଙ୍କା ଫାଇନ୍ କରାଯାଇଥିବା ନେଇ ବୁର୍ଲା ଥାନା ଅଧିକାରୀଙ୍କ ସୂଚନା ।

Advertisement