ଆଞ୍ଚଳିକଗଞ୍ଜାମ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାରେ ପହଁଚିଲେ କେନ୍ଦ୍ରୀୟ ଟିମ୍ । By Dunia Halchal - December 13, 2021 130 Share FacebookTwitterPinterestWhatsApp ADVERTISEMENT ଗଞ୍ଜାମ,୧୩/୧୨(ଡ଼ି.ଏଚ ବ୍ୟୁରୋ):-କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାରେ ପହଁଚିଲେ କେନ୍ଦ୍ରୀୟ ଟିମ୍ । ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ, ଛତ୍ରପୁର ବ୍ଲକ ଖଲ୍ଲିକୋଟ ବ୍ଲକ୍ର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀଙ୍କ ସହ କରିଥିଲେ ଆଲୋଚନା । Advertisement