ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ।

120
ADVERTISEMENT

ଭୁବନେଶ୍ୱର,୧୩/୧୨(ଡ଼ି.ଏଚ ବ୍ୟୁରୋ):-ନିର୍ବାଚନମଣ୍ଡଳୀ ମାହାଙ୍ଗାରେ ଆୟୋଜିତ ରାଜ୍ୟ ସ୍ତରୀୟ ଶରତ ଉତ୍ସବ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ। ଏବଂ ମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗା ଯିବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisement