ମୁମ୍ବାଇରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ମୁମ୍ବାଇରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ୧୪୪ ଧାରା ଜାରି ସହ ରାଲି ଓ ଶୋଭାଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ।

121
ADVERTISEMENT

ମହାରାଷ୍ଟ୍ର,୧୧/୧୨(ଡ଼ି.ଏଚ ବ୍ୟୁରୋ):-ଚିନ୍ତା ବଢାଇଲା ଓମିକ୍ରନ । ମୁମ୍ବାଇରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ମୁମ୍ବାଇରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ୧୪୪ ଧାରା ଜାରି ସହ ରାଲି ଓ ଶୋଭାଯାତ୍ରା ସମ୍ପୂର୍ଣ୍ଣ ବନ୍ଦ । ଏଯାଏ ମହାରାଷ୍ଟ୍ରରେ ୧୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ କୁ ବୃଦ୍ଧି । ଏବଂ ମୁମ୍ବାଇରେ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଏହି କଟକଣା ଜାରି ରହିବ ।

Advertisement