ଗଞ୍ଜାମ,୧୦/୧୨(ଡ଼ି.ଏଚ ବ୍ୟୁରୋ):-ପୁଣି ଖାକିରେ ଦାଗ ! ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଂଚଳର ଜଣେ ବିବାହିତା ମହିଳାଙ୍କୁ ଛତ୍ରପୁର 8th ବାଟାଲିଅନ ହାବିଲଦାର ଗୋପାଳକୃଷ୍ଣ ବେହେରା ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ କେନ୍ଦ୍ରକରି ପୀଡ଼ିତାଙ୍କ ଗାଁରେ ଉତ୍ତେଜନା ଦେଖାଦେବା ସହ ରମ୍ଭା ଥାନାରେ ମାମଲା ରୁଜୁ ।

















