ଆଞ୍ଚଳିକମୟୂରଭଞ୍ଜ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ପୁରୁଣାପାଣି ଗାଁ ନିକଟରୁ ଛଅଟି ପିକ୍ଅପ୍ ଭ୍ୟାନରେ ବେଆଇନ୍ ଗୋଚାଲାଣ । By Dunia Halchal - December 8, 2021 166 Share FacebookTwitterPinterestWhatsApp ADVERTISEMENT ମୟୁରଭଞ୍ଜ ,୦୮/୧୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବେଆଇନ୍ ଗୋଚାଲାଣ । ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ପୁରୁଣାପାଣି ଗାଁ ନିକଟରୁ ଛଅଟି ପିକ୍ଅପ୍ ଭ୍ୟାନରେ ୫୦ରୁ ଅଧିକ ଗୋରୁ ଚାଲାଣ ବେଳେସ୍ଥାନୀୟ ପୋଲିସ ପକ୍ଷରୁ ଗାଡ଼ି ଜବତ ସହ ୨ଜଣ ଅଟକ । Advertisement