ଟାଟା ଏସିଇରୁ ୯୬ କେଜି ୧୦୦ ଗ୍ରାମ ଓ଼ଜ଼ନର ଗଞ୍ଜେଇ ଜବତ ସହ ଗାଡ଼ି ଡ୍ରାଇଭର ଗିରଫ ।

125
ADVERTISEMENT

ଗଞ୍ଜାମ,୦୮/୧୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସୋରଡ଼ା ଥାନା ପୋଲିସ ପକ୍ଷରୁ ଟାଟା ଏସିଇରୁ ୯୬ କେଜି ୧୦୦ ଗ୍ରାମ ଓ଼ଜ଼ନର ଗଞ୍ଜେଇ ଜବତ ସହ ଗାଡ଼ି ଡ୍ରାଇଭର ଗିରଫ । ଗିରଫ ଡ୍ରାଇଭର ଜଣଙ୍କ ହେଲେ ରମ୍ଭା ଥାନା ଅଞ୍ଚଳର ସଞ୍ଜୟ ନାୟକ l ଏବଂ ଜବତ ଗଞ୍ଜେଇ ବାଲିଗୁଡା ଠାରୁ ରମ୍ଭା ଯାଉଥିଲା ବୋଲି ସୂଚନା ।

Advertisement