ବ୍ରହ୍ମପୁର,୦୮/୧୨(ଡ଼ି.ଏଚ ବ୍ୟୁରୋ):-ନବଜାତ ଶିଶୁକନ୍ୟାର ମୃତଦେହକୁ ଝୁଣି ଖାଇଲା କୁକୁର । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର MKCG PG ହୋଷ୍ଟେଲ ସମ୍ମୁଖରେ । ଏଠାରେ ଗୋଟିଏ ନବଜାତ ଶିଶୁଟିର ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ସଂପୂର୍ଣ୍ଣ ଆଲୋଡନ ସୃଷ୍ଟି କରିଛି ।

















