Friday, September 25, 2026
ADVERTISEMENT
Home ଆଞ୍ଚଳିକ ଭବାନୀପାଟଣା ସଦର ଥାନା ଗୋବରା ରାସ୍ତାରେ ବସ୍ ମରାମତି ବେଳେ ବସରେ ଚାପି ହୋଇ ଡ୍ରାଇଭରଙ୍କ...

ଭବାନୀପାଟଣା ସଦର ଥାନା ଗୋବରା ରାସ୍ତାରେ ବସ୍ ମରାମତି ବେଳେ ବସରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ।

166
ADVERTISEMENT

ଭବାନୀପାଟଣା,୦୭/୧୨(ଡ଼ି.ଏଚ ବ୍ୟୁରୋ):-ଭବାନୀପାଟଣା ସଦର ଥାନା ଗୋବରା ରାସ୍ତାରେ ବସ୍ ମରାମତି ବେଳେ ଖସିଗଲା ଜ୍ୟାକ୍ ପିନ୍। ଫଳରେ ବସରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ । ମୃତ ଡ୍ରାଇଭର ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଶାହାଣ୍ଡି ଗାଁର ଦେବେନ୍ଦ୍ରନାଥ ପଟ୍ଟନାୟକ । ଏବଂ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ।

Advertisement