ଆଞ୍ଚଳିକଯାଜପୁର ଯାଜପୁର ଭିଜିଲାନ୍ସ ଜାଲରେ ବିଂଝାରପୁର ଥାନାର ସବ ଇନିସ୍ପେକ୍ଟର ଫକୀରମୋହନ ସିଂ । By Dunia Halchal - December 7, 2021 155 Share FacebookTwitterPinterestWhatsApp ADVERTISEMENT ଯାଜପୁର,୦୭/୧୨(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଭିଜିଲାନ୍ସ ଜାଲରେ ବିଂଝାରପୁର ଥାନାର ସବ ଇନିସ୍ପେକ୍ଟର ଫକୀରମୋହନ ସିଂ। ସେ କଲ୍ୟାଣପୁର ବରିବାଙ୍କ ଗ୍ରାମର ବସନ୍ତ କୁମାର ଜେନଙ୍କୁ ଏକ କେସରେ ବେଲ ଦେବାପାଇଁ ମାଗିଥିଲେ ୬ ହଜାର ଟଙ୍କା । ଫଳରେ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ ବସନ୍ତ । Advertisement