Friday, September 25, 2026
ADVERTISEMENT
Home ଆଞ୍ଚଳିକ SBI ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବେଳେ ୩ ଲୁଟେରା ଗିରଫ ।

SBI ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବେଳେ ୩ ଲୁଟେରା ଗିରଫ ।

163
ADVERTISEMENT

ପାରଳାଖେମୁଣ୍ଡି,୦୭/୧୨(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସନ୍ତୋଷି ପୋଲିସ ଷ୍ଟେସନ ନିକଟରେ ଥିବା ଏକ SBI ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବେଳେ ୩ ଲୁଟେରା ଗିରଫ । ସେମାନେ ଏଟିଏମ୍ ତାଡି ଟଙ୍କା ବାହାର କରୁଥିବାବେଳେ ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ ।

Advertisement