ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ।

139
ADVERTISEMENT

ଭୁବନେଶ୍ୱର,୦୭/୧୨(ଡ଼ି.ଏଚ ବ୍ୟୁରୋ):-ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ମମିତା ମେହେର ପ୍ରସଙ୍ଗକୁ ନେଇ ହୋହଲ୍ଲା କରିବା ସହ ପ୍ଲାକାର୍ଡ ଧରି ଗୃହରେ ପ୍ରତିବାଦ କରିଛନ୍ତି । ଫଳରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି । ସେପଟେ ଗୃହ ବାହାରେ ବି ଶାସକ, ବିରୋଧୀଙ୍କ ପ୍ରତିବାଦ ।

Advertisement