ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁରୁବୁଡ଼ି ପଞ୍ଚାୟତ ଉଲୁମା ଗ୍ରାମରେ କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ।

129
ADVERTISEMENT

ଗଞ୍ଜାମ,୬/୧୨(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁରୁବୁଡ଼ି ପଞ୍ଚାୟତ ଉଲୁମା ଗ୍ରାମରେ କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା । ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଧାନ ଓ ପନିପରିବା କ୍ଷତି ସହି ନପାରି ଚାଷୀ କୈଳାସ ଶବର ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ।

Advertisement