ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଜଣେ ରୋଗୀ ଚିହ୍ନଟ ।

115
ADVERTISEMENT

ଦିଲ୍ଲୀ,୦୫/୧୨(ଡ଼ି.ଏଚ ବ୍ୟୁରୋ):-ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଜଣେ ରୋଗୀ ଚିହ୍ନଟ ହୋଇ LNJP ରେ ଭର୍ତ୍ତି । ଓମିକ୍ରନ ସନ୍ଦେହରେ ବିଦେଶରୁ ଆସିଥିବା ୧୨ ଜଣଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଯେଉଁଥିରୁ ୧୧ ଜଣଙ୍କର ସାଧାରଣ କରୋନା ରିପୋର୍ଟ ଆସିଥିବାବେଳେ, ବାକି ଜଣଙ୍କର ଓମିକ୍ରନ୍ ପଜିଟିଭ୍ ରିପୋର୍ଟ ଆସିଥିଲା। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ।

Advertisement