ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ।

125
ADVERTISEMENT

ଛତିଶଗଡ,୦୫/୧୨(ଡ଼ି.ଏଚ ବ୍ୟୁରୋ):-ଛତିଶଗଡ ସୀମାନ୍ତବର୍ତ୍ତୀ କନକତୋରା ନିକଟସ୍ଥ ଲୁହାବଗା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଭୂଦେବ ମେହେର । ସେ ଶୌଚ ପାଇଁ ଯାଇଥିବା ବେଳେ ଅଚାନକ ବିଦ୍ୟୁତ ତାର ଫାସରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ।

Advertisement