Friday, November 6, 2026
ADVERTISEMENT
Home ଆଞ୍ଚଳିକ ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଜଣେ ଯବାନ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି...

ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଜଣେ ଯବାନ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ହାରିଲେ ଜୀବନ ।

169
ADVERTISEMENT

ଭୁବନେଶ୍ୱର,୦୪/୧୨(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଜଣେ ଯବାନ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ହାରିଲେ ଜୀବନ । ମୃତକ ହେଲେ SSBNର ଯବାନ ଦୁର୍ଯୋଧନ ମାଝୀ । ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ପାରିବାରିକ କଳହରୁ ଦୁର୍ଯୋଧନ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା I

Advertisement