Friday, September 25, 2026
ADVERTISEMENT
Home ଆଞ୍ଚଳିକ କୋରାପୁଟ ଜୟପୁର ମଧ୍ୟରେ ଥିବା ଛତ୍ରୀପୁଟ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ଇଞ୍ଜିନ...

କୋରାପୁଟ ଜୟପୁର ମଧ୍ୟରେ ଥିବା ଛତ୍ରୀପୁଟ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ।

173
ADVERTISEMENT

କୋରାପୁଟ,୦୪/୧୨(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜୟପୁର ମଧ୍ୟରେ ଥିବା ଛତ୍ରୀପୁଟ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ଇଞ୍ଜିନ ଲାଇନଚ୍ୟୁତ । ରେଳ ଇଞ୍ଜିନ ନୂଆ ଟ୍ରାକରୁ ପୁରୁଣା ଟ୍ରାକକୁ ପାସ୍ କରୁଥିବା ବେଳେ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ଦେଇଛନ୍ତି କୋରାପୁଟ ଆରପିଏଫ ଆଇଆଇସି ଅପରେସ ବେହେରା ।

Advertisement