ମାଡି ଆସୁଛି ବାତ୍ୟା ଜଓ୍ୱାଦ୍ ।

130
ADVERTISEMENT

ଭୁବନେଶ୍ୱର,୦୪/୧୨(ଡ଼ି.ଏଚ ବ୍ୟୁରୋ):-ମାଡି ଆସୁଛି ବାତ୍ୟା ଜଓ୍ୱାଦ୍ । ଏଥିପାଇଁ ଉପକୂଳବର୍ତ୍ତୀ ଜିଲ୍ଲାମାନ ପୁରୀ , ଖୋର୍ଦ୍ଧା ଗଞ୍ଜାମ, ଓ ଜଗତସିଂହପୁରରେ ଏହାର ପ୍ରଭାବ ଟିକିଏ ଅଧିକ ରହିବ ବୋଲି ଅନୁମାନ । ଫଳରେ ବାତ୍ୟାର ମୁକାବିଲ ପାଇଁ ସମସ୍ତ ଜିଲ୍ଲାରେ ଜୋରସାରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ବାତ୍ୟା ‘ଜୱାଦ’ ଯେତେ ପାଖେଇ ଆସୁଛି ସମୁଦ୍ରରେ ଜୁଆର ବଢିବାରେ ଲାଗିଛି।

Advertisement