ଭୁବନେଶ୍ୱର,୩/୧୨(ଡ଼ି.ଏଚ ବ୍ୟୁରୋ):-ମମିତା ମେହେର ମାମଲାକୁ ନେଇ ପୁଣି ବିଧାନସଭାରେ ବିଜେପିର ପ୍ରତିବାଦ । ବିଧାନସଭାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବାରୁ ଗୃହକୁ ପବିତ୍ର କରିବା ପାଇଁ ବିଧାନସଭା ବାହାରେ ଗଙ୍ଗା ଜଳ ଏବଂ ଗୋବର ପାଣି ଛିଞ୍ଚିଲେ ବିଜେପି ସଦସ୍ୟ । ସେପଟେ ହାଇକୋର୍ଟରେ ମମିତା ମେହେର ହତ୍ୟା ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର।


















