Saturday, August 29, 2026
ADVERTISEMENT
Home ଆଞ୍ଚଳିକ ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ଲ୍ୟାଣ୍ଡଫାଲ କରିବ ବାତ୍ୟା ଜଓ୍ୱାଦ୍ ।

ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ଲ୍ୟାଣ୍ଡଫାଲ କରିବ ବାତ୍ୟା ଜଓ୍ୱାଦ୍ ।

153
ADVERTISEMENT

ଭୁବନେଶ୍ୱର,୩/୧୨(ଡ଼ି.ଏଚ ବ୍ୟୁରୋ):-ବାତ୍ୟାର ରୂପ ନେଲା ଜଓ୍ୱାଦ୍ । ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଉପକୂଳରେ ଲ୍ୟାଣ୍ଡଫାଲ କରିବ। ଫଳରେ ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ ।ଏବଂ ଓଡ଼ିଶା ପାଇଁ ଏବେ ସବୁଠାରୁ ଅଧିକ ସର୍ତକତା ଜାରି ଥିବାବେଳେ ଏନେଇ ସ୍ପଷ୍ଟ ସୂଚନା ଦେଲେ ପାଣିପାଗ ବିଭାଗର DG ମୃତ୍ୟୁଞ୍ଜୟ ମହାପାତ୍ର । ସେପଟେ ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାକୁ ଗସ୍ତ କଲେ ଅଗ୍ନିଶମ ବିଭାଗର ୩୩ଟି ଟିମ୍ ।

Advertisement