Friday, November 6, 2026
ADVERTISEMENT
Home ଆଞ୍ଚଳିକ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଜଣେ ମହିଳା ବାଇକ୍ ରେ ଯିବା ବେଳେ ମହିଳାଙ୍କଠୁ ସୁନା...

ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଜଣେ ମହିଳା ବାଇକ୍ ରେ ଯିବା ବେଳେ ମହିଳାଙ୍କଠୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ ।

188
ADVERTISEMENT

ଧର୍ମଶାଳା,୦୨/୧୨(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଜଣେ ମହିଳା ବାଇକ୍ ରେ ଯିବା ବେଳେ ମହିଳାଙ୍କଠୁ ସୁନା ଚେନ୍ ଓ ହାର ଝାମ୍ପିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ମହିଳା ଜଣକ ଗାଡ଼ିରୁ ତଳକୁ ଖସିପଡ଼ି ଗୁରୁତର ଭାବେ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ଏ ନେଇ ଧର୍ମଶାଳା ପୋଲିସର ଉକ୍ତ ଘଟଣାକୁ ନେଇ ତଦନ୍ତ ଜାରି ।

Advertisement