ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ସାଳିଆବନ୍ଧ ସାହିରେ ଫୁଟିଲା ଗୁଳି।

149
ADVERTISEMENT

ବ୍ରହ୍ମପୁର,୦୨/୧୨(ଡ଼ି.ଏଚ ବ୍ୟୁରୋ):-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ସାଳିଆବନ୍ଧ ସାହିରେ ଫୁଟିଲା ଗୁଳି। ଏଥିରେ ସଚିନ୍ ଚୌଧୁରୀ ନାମକ ଜଣେ ଯୁବକ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ଥିବାବେଳେ ଅଭିଯୁକ୍ତକୁ ଧରିବା ପାଇଁ ଗୋସାଇଁ ନୂଆଗାଁ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି । ସେପଟେ ଗୁଳିମାଡ଼ କରିଥିବା ଯୁବକ ଜଣକ ଶିବ ପାଳ ବୋଲି ରିଙ୍କୁ ଏବଂ ତାଙ୍କର ପରିବାର ବର୍ଗ ପକ୍ଷରୁ ଅଭିଯୋଗ ।

Advertisement