ବ୍ରହ୍ମପୁର,୦୧/୧୨(ଡ଼ି.ଏଚ ବ୍ୟୁରୋ):-ଆଜି ବିଶ୍ୱ ଏଡ଼ସ ଦିବସ । ଏହି ଅବସରରେ ବିଶ୍ୱବାସୀ ଏଡ଼ସର ଭୟାବହତା ସମ୍ପର୍କରେ ଜାଣିବା ସହ ଏହି ରୋଗରୁ ମୁକ୍ତ ରହିବା ପାଇଁ ଦିଆଯାଉଛି ଏଡ଼ସ ସଚେତନତା ବାର୍ତା । ସେହିଭଳି ପୁରୀ ବେଳାଭୂମିରେ ବାଲିରେ ପ୍ରତିମୂର୍ତ୍ତି ନିର୍ମାଣ କରି ଏଡ଼ସ ସଚେତନତା ବାର୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

















