ଆଞ୍ଚଳିକ ବିଧାନସଭା ଗେଟ ସାମ୍ନାରେ କଂଗ୍ରେସ ବିଧାୟକଙ୍କ ବ୍ୟାନର ଧରି ପ୍ରତିବାଦ | By Dunia Halchal - December 1, 2021 128 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୦୧/୧୨(ଡ଼ି.ଏଚ ବ୍ୟୁରୋ):-ଆଜି ଆରମ୍ଭ ହୋଇଛି ଵିଧାନସଭାର ଶୀତକାଳୀନ ଅଧିବେଶନ | ଫଳରେ ବିଧାନସଭା ଗେଟ ସାମ୍ନାରେ କଂଗ୍ରେସ ବିଧାୟକମାନେ ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିବା ସହ ବ୍ୟାନର ଧରି ପ୍ରତିବାଦ କରିଛନ୍ତି | Advertisement