Thursday, September 24, 2026
ADVERTISEMENT
Home ଆଞ୍ଚଳିକ ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡିଆ ଅଂଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ପୋଷ୍ଟର ଓ...

ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡିଆ ଅଂଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ।

170
ADVERTISEMENT

ରାୟଗଡ଼ା,୨୯/୧୧(ଡ଼ି.ଏଚ ବ୍ୟୁରୋ):-ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡିଆ ଅଂଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର । ଆସନ୍ତା ଡିସେମ୍ବର ମାସରେ ପିଏଲ୍ଜିଏ ସପ୍ତାହ ପାଳନ ପାଇଁ ପୋଷ୍ଟରରେ ଉଲ୍ଲେଖନିୟ ଥିବାବେଳେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ପିଏଲଜିଏରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ।

Advertisement