ଭୁବନେଶ୍ୱର,୨୯/୧୧(ଡ଼ି.ଏଚ ବ୍ୟୁରୋ):-ସିମଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଦର୍ଶିତ ଦେଶ ବିଦେଶରୁ ଆସିଥିବା ବହୁ ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ପୂର୍ଣ୍ଣାଙ୍ଗ ଚଳଚିତ୍ର ଭାବେ ଏହା ସ୍ଥାନ ପାଇଛି। ମହୋତ୍ସବରେ ପ୍ରଯୋଜକ ଅତିଶ କୁମାର ରାଉତ ଓ କାହାଣୀ ଏବଂ ସଂଳାପ ଓ ଚିତ୍ରନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ରିୟ ପ୍ରଧାନ ଉପସ୍ଥିତ ରହି ସମ୍ମାନିତ ହୋଇଥିଲେ।

















