ପୁରୀ ଜିଲ୍ଲା ନିମାପଡା ଠାରେ ଅଲୋଡା ହେଲା ଶିଶୁକନ୍ୟା ।

145
ADVERTISEMENT

ନିମାପଡା,୨୮/୧୧(ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲା ନିମାପଡା ଠାରେ ଅଲୋଡା ହେଲା ଶିଶୁକନ୍ୟା । ନିମାପଡା-ପିପିଲି ଅନ୍ତର୍ଗତ ସାତଶଙ୍ଖ-ବଳଙ୍ଗା ମୁଖ୍ୟ ରାସ୍ତା କଡ଼ରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ।ଶିଶୁ କନ୍ୟାଟି ଜୀବିତ ଥିବାବେଳେ ତୁରନ୍ତ ତାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଗ୍ରାମବାସୀ । କେହି ପିଚାଷୀ ମାଆ ଶିଶୁକନ୍ୟାଟିକୁ କପଡା ଘୋଡାଇ ଏକ ବ୍ୟାଗ ଭିତରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ସୂଚନା । ଏବଂ ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ।

Advertisement