ରାଜ୍ୟ ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନାର ମଲାକୋଣ୍ଡରରେ ଭୟଙ୍କର ସଡକ ଦୁର୍ଘଟଣା । By Dunia Halchal - November 27, 2021 141 Share FacebookTwitterPinterestWhatsApp ADVERTISEMENT ତେଲେଙ୍ଗାନା,୨୭/୧୧(ଡ଼ି.ଏଚ ବ୍ୟୁରୋ):-ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନାର ମଲାକୋଣ୍ଡରରେ ଭୟଙ୍କର ସଡକ ଦୁର୍ଘଟଣା । ଏକ କାର ଦ୍ରୁତ ଗତିରେ ଆସି ଗଛରେ ପିଟିହେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ ଓ ଜଣେ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି । Advertisement