ଛତିଶଗଡ ନାରାୟଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ମାଓହିଂସା ।

36
ADVERTISEMENT

ଛତିଶଗଡ,୨୭/୧୧(ଡ଼ି.ଏଚ ବ୍ୟୁରୋ):-ଛତିଶଗଡ ନାରାୟଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ହିଂସା । ଫରେସଗା ଥାନା ଅନ୍ତର୍ଗତ କରମରି ଗ୍ରାମର ସରପଞ୍ଚଙ୍କ ସ୍ବାମୀଙ୍କ ଗଳା କାଟି ହତ୍ୟା କରିବା ସହ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିୟୋଜିତ ଥିବା ପ୍ରୋକଲିନ ଓ ଟ୍ରାକ୍ଟରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ଏବଂ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ।

Advertisement