ଭଦ୍ରକ-ଏସବିଆଇ ଏଟିଏମରେ ଟଙ୍କା ଲୋଡିଙ୍ଗ ବେଳେ ୨୯ ଲକ୍ଷ ଟଙ୍କା ଲୁଟ୍ ।

18
ADVERTISEMENT

ଭଦ୍ରକ,୨୭/୧୧(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଥିବା ଏସବିଆଇ ଏଟିଏମରେ ଟଙ୍କା ଲୋଡିଙ୍ଗ ବେଳେ ୨୯ ଲକ୍ଷ ଟଙ୍କା ଲୁଟ୍ । ତିନି ବାଇକରେ ୬ଜଣ ଲୁଟେରା ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରେ ସ୍ଥାନୀୟ ପୋଲିସର ତଦନ୍ତ ବେଳେ ଲୁଟ୍ ସନ୍ଦେହରେ ୪ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା ଜାରି ।

Advertisement