ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ରେଳ ଲାଇନକୁ ଉଡ଼ାଇଲେ ମାଓବାଦୀ ।

18
ADVERTISEMENT

ମାଲକାନଗିରି,୨୭/୧୧(ଡ଼ି.ଏଚ ବ୍ୟୁରୋ):-ପୁଣିଥରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ରେଳ ଲାଇନକୁ ଉଡ଼ାଇଲେ ମାଓବାଦୀ । ଯାହାକି ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଓ ୨ଟି ବଗି ଲାଇନଚ୍ୟୁତ ହେବ ଫଳରେ ବିଶାଖାପାଟଣାଠାରୁ କିରାଣ୍ଡୁଲ ମଧ୍ୟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Advertisement