ବଲାଙ୍ଗୀର ରାଜେନ୍ଦ୍ର ପ୍ରସାଦ ବିଶ୍ୱ ବିଦ୍ୟାଳୟ ପଛପଟୁ ମୃତଦେହ ମିଳିବା ପରେ ହତ୍ୟାକାଣ୍ଡର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

174
ADVERTISEMENT

ବଲାଙ୍ଗୀର,୨୬/୧୧(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ରାଜେନ୍ଦ୍ର ପ୍ରସାଦ ବିଶ୍ୱ ବିଦ୍ୟାଳୟ ପଛପଟୁ ସୁଦପଡ଼ାର ବିଶ୍ୱଦେବ ସାହୁଙ୍କ ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦୁଇ ହତ୍ୟାକାରୀ ଜଣଙ୍କୁ ମାରିବା ସହ ଅନ୍ୟ ଜଣଙ୍କୁ ଧମକ ଦେଉଛନ୍ତି। ପୁଲିସ ଦୁଇ ହତ୍ୟାକାରୀ ଶୁଭମ ଏବଂ ଅମିତଙ୍କୁ ଗିରଫ କରିବା ସହ ପ୍ରେମ ସଂପର୍କକୁ ନେଇ ବିଶ୍ୱଦେବ ସାହୁଙ୍କୁ ଏହି ଦୁଇ ଜଣ ଘରୁ ଡାକି ନେଇ ହତ୍ୟା କରିଥିବା ପ୍ରକାଶ କରିଛି । ଯାହା ସାରା ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

Advertisement