ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ମାଡ଼ ।

138
ADVERTISEMENT

ଭୁବନେଶ୍ୱର,୨୬/୧୧(ଡ଼ି.ଏଚ ବ୍ୟୁରୋ):-ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କ ମାଡ଼ ମାରିଥିବା ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିଶୃଙ୍ଖଳା ସୃଷ୍ଟି ଆଶଙ୍କାରେ ବିଜେପି ଓ କଂଗ୍ରେସର ୩୨ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ।

Advertisement