ଗଞ୍ଜାମ,୨୪/୧୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡା ନୂଆ ସାହିରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ମୃତ ମହିଳା ଜଣଙ୍କ ହେଲେ ବିଜୟଲକ୍ଷ୍ମୀ ମହାନ୍ତି । ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ସଂଗବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଲାଇଥିବା ସୂଚନା ।

















