Friday, November 6, 2026
ADVERTISEMENT
Home ଆଞ୍ଚଳିକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବାହାର ରାଜ୍ୟକୁ ବେଆଇନ ଭାବେ ଶ୍ରମିକ ଚାଲାଣ ବେଳେ ୧୭ ଜଣ...

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବାହାର ରାଜ୍ୟକୁ ବେଆଇନ ଭାବେ ଶ୍ରମିକ ଚାଲାଣ ବେଳେ ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର ।

184
ADVERTISEMENT

ବଲାଙ୍ଗୀର ,୨୩/୧୧ (ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବାହାର ରାଜ୍ୟକୁ ବେଆଇନ ଭାବେ ଶ୍ରମିକ ଚାଲାଣ ବେଳେ ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର ।ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ, ୮ ଜଣ ମହିଳା ଓ ୪ଜଣ ଶିଶୁ ଥିବାବେଳେ ଏମାନଙ୍କୁ ନେଇ ଯାଉଥିବା ଦଲାଲକୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ।

Advertisement