ଭୁବନେଶ୍ୱର ରାଜଧାନୀରୁ ୩ ବାଇକ ଲୁଟେରା ଗିରଫ।

117
ADVERTISEMENT

ଭୁବନେଶ୍ୱର,୨୨/୧୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀରୁ ୩ ବାଇକ ଲୁଟେରା ଗିରଫ ଏବଂ ସେମାନଙ୍କ ନିକଟରୁ ୩୪ଟି ଦାମୀ ବାଇକ ଜବତ । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ବାଇକ ଲୁଟ୍ କରି ଆଠଗଡର ଏକ ଗ୍ୟାରେଜରେ ରଖି ସେଠାରୁ ବିଭିନ୍ନ ସ୍ଥାନକୁ ନେଇ ବିକ୍ରି କରୁଥିଲେ । ଏହାସହ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଲେଙ୍କା ମଧ୍ୟ ଗିରଫ ।

Advertisement