ସ୍ୱଚ୍ଛତାରେ ଓଡ଼ିଶା ପଛୁଆ ।

136
ADVERTISEMENT

ଭୁବନେଶ୍ୱର,୨୧/୧୧ (ଡ଼ି.ଏଚ ବ୍ୟୁରୋ):-ଆଜି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ତାଲିକା ପ୍ରକାଶ ପାଇଛି । ୧୩ଟି ପ୍ରମୁଖ ରାଜ୍ୟ ବର୍ଗରେ ଓଡ଼ିଶାର ସ୍ଥାନ ୯ରେ ଥିବାବେଳେ ୩୭୨ ଟି ସ୍ୱଚ୍ଛ ସହର ବର୍ଗରେ ଆମ ରାଜଧାନୀ ରହିଛି ୧୪୪ ନଂରେ । ଫଳରେ ସ୍ୱଚ୍ଛତାରେ ଓଡ଼ିଶା ପଛୁଆ ।

Advertisement