ଆଞ୍ଚଳିକରାଜ୍ୟ ମାଓବାଦୀ ବିସ୍ଫୋରଣ କରି ଉଡାଇଦେଲେ ରେଳଟ୍ରାକ । By Dunia Halchal - November 20, 2021 152 Share FacebookTwitterPinterestWhatsApp ADVERTISEMENT ଝାଡ଼ଖଣ୍ଡ,୨୦/୧୧ (ଡ଼ି.ଏଚ ବ୍ୟୁରୋ):-ଝାଡ଼ଖଣ୍ଡ ଚକ୍ରଧରପୁର ସୋନୁଆଁରେ ମାଓବାଦୀ ବିସ୍ଫୋରଣ କରି ଉଡାଇଦେଲେ ରେଳ ଟ୍ରାକ । ଯାହାଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏବଂ ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର ଲାଗିଥିବାର ମଧ୍ୟ ସୂଚନା ମିଳିଛି । Advertisement