Friday, November 6, 2026
ADVERTISEMENT
Home ରାଜ୍ୟ କୃଷି ବିଲ ପ୍ରତ୍ୟାହାର ପାଇଁ ଘୋଷଣା ହେବା ପରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ...

କୃଷି ବିଲ ପ୍ରତ୍ୟାହାର ପାଇଁ ଘୋଷଣା ହେବା ପରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଜୟ ଦିବସ ପାଳନ ।

167
ADVERTISEMENT

ନୂଆଦିଲ୍ଲୀ ,୨୦/୧୧ (ଡ଼ି.ଏଚ ବ୍ୟୁରୋ):-ଶେଷରେ ୩ଟି କୃଷି ବିଲକ ପ୍ରତ୍ୟାହାର ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କୃଷି ବିଲ ପ୍ରତ୍ୟାହାର ପାଇଁ ଘୋଷଣା ହେବା ପରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଣ୍ଡିଖୋଲ ଠାରେ ଚାଷୀମାନେ ଏକାଠି ହୋଇ ମିଠା ବାଣ୍ଟିବା ସହ ବିଜୟ ଦିବସ ପାଳିଥିଲେ । ଯାହା ଚାଷୀଙ୍କର ଏହା ଏକ ବଡ଼ ବିଜୟ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି ।

Advertisement