କୃଷି ବିଲ ପ୍ରତ୍ୟାହାର ପାଇଁ ଘୋଷଣା ହେବା ପରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଜୟ ଦିବସ ପାଳନ ।

25
ADVERTISEMENT

ନୂଆଦିଲ୍ଲୀ ,୨୦/୧୧ (ଡ଼ି.ଏଚ ବ୍ୟୁରୋ):-ଶେଷରେ ୩ଟି କୃଷି ବିଲକ ପ୍ରତ୍ୟାହାର ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କୃଷି ବିଲ ପ୍ରତ୍ୟାହାର ପାଇଁ ଘୋଷଣା ହେବା ପରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଣ୍ଡିଖୋଲ ଠାରେ ଚାଷୀମାନେ ଏକାଠି ହୋଇ ମିଠା ବାଣ୍ଟିବା ସହ ବିଜୟ ଦିବସ ପାଳିଥିଲେ । ଯାହା ଚାଷୀଙ୍କର ଏହା ଏକ ବଡ଼ ବିଜୟ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି ।

Advertisement