ଭୁବନେଶ୍ୱର ,୧୯/୧୧(ଡ଼ି.ଏଚ ବ୍ୟୁରୋ):-ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍ ଲାଇନ୍ ପରୀକ୍ଷା ଫଳ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ଓ୍ବେବସାଇଟ୍ orissaresults.nic.inରେ ରେଜଲ୍ଟ ପ୍ରକାଶ ପାଇବ । ଏଥିରେ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ।

















