ପୁଣି କଂଗ୍ରେସକୁ ଲାଗିଲା ଝଟକା ।

130
ADVERTISEMENT

ଭୁବନେଶ୍ୱର,୧୫/୧୧ (ଡ଼ି.ଏଚ ବ୍ୟୁରୋ): – ପୁଣି କଂଗ୍ରେସକୁ ଲାଗିଲା ଝଟକା । ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ନିଜର ଶହ ଶହ ସମର୍ଥକଙ୍କ ସହ ବିଜେଡିରେ ହେଲେ ସାମିଲ । ସେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ହୋଇ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ ।

Advertisement