ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁ ନିକଟରେ ସିରିଜ୍ ଦୁର୍ଘଟଣା ।

150
ADVERTISEMENT

ଗଞ୍ଜାମ,୧୫/୧୧ (ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁ ନିକଟରେ ସିରିଜ୍ ଦୁର୍ଘଟଣା । ବସ୍, ଟ୍ରକ, ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା । ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡମେଡିକାଲ୍କୁ ସ୍ଥାନାନ୍ତିର ।

Advertisement