Friday, November 6, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ଏକ ମାଲବାହୀ ଗାଡି ଇଟା ଗଦାକୁ ଧକ୍କା ଦେବା ଫଳରେ ଗାଡିରେ ଥିବା...

ଭାରସାମ୍ୟ ହରାଇ ଏକ ମାଲବାହୀ ଗାଡି ଇଟା ଗଦାକୁ ଧକ୍କା ଦେବା ଫଳରେ ଗାଡିରେ ଥିବା ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ।

190
ADVERTISEMENT

ବରଗଡ଼,୧୪/୧୧ (ଡ଼ି.ଏଚ ବ୍ୟୁରୋ):-ବରଗଡ଼ ଜିଲ୍ଲା ଦୁବଲାବାହାଲ ଛକ ନିକଟରେ ଭାରସାମ୍ୟ ହରାଇ ଏକ ମାଲବାହୀ ଗାଡି ଇଟା ଗଦାକୁ ଧକ୍କା ଦେବା ଫଳରେ ଗାଡିରେ ଥିବା ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସର ଛାନ୍ଭିନ୍ ଜାରି । ଏବଂ ଉକ୍ତ ଗାଡିରେ ପ୍ରଚୁର ପରିମାଣର କଟା ଗଛ ଲୋଡିଙ୍ଗ ହୋଇଥିବା ସୂଚନା ।

Advertisement