ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଚାକିରୀ ନାଁରେ ଠକେଇ ହେଲେ ଶିକ୍ଷିତ ଯୁବକ ।

147
ADVERTISEMENT

ଭୁବନେଶ୍ୱର,୧୩/୧୧ (ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଚାକିରୀ ନାଁରେ ଠକେଇ ହେଲେ ଶିକ୍ଷିତ ଯୁବକ । ଅନେଷ୍ଟଟ୍ୟାଗ୍ ନାମକ ସଂସ୍ଥା ଚାକିରି ଆଶା ଦେଖାଇ ଠକେଇ କରୁଥିବା ଅଭଯୋଗ ପରେ ଭବାନୀପାଟଣା ଟାଉନ ଥାନା ପୋଲିସ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରୁ ରାଜ୍ୟ ବାହାରର ୨ ଜଣ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୨ ଜଣ ଥିବା ସୂଚନା ।

Advertisement