ବ୍ରହ୍ମପୁର ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

180
ADVERTISEMENT

ବ୍ରହ୍ମପୁର ,୧୨/୧୧(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଫଳରେ ୩ ଜଣ ଗୁରୁତର ହୋଇଥିବା ସୂଚନା । କାରରେ ବ୍ରହ୍ମପୁରରୁ ଉଦୟଗିରି ଯିବାବେଳେ ପାଟପୁର ଥାନା ତପ୍ତପାଣି ଘାଟି ମୃଗ ବିହାର ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Advertisement