ଭୁବନେଶ୍ୱର,୧୧/୧୧ (ଡ଼ି.ଏଚ ବ୍ୟୁରୋ ):-ଆସନ୍ତାକାଲି ଓଡ଼ିଶା ବନ୍ଦ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ କଂଗ୍ରେସର ଏହି ବନ୍ଦ ଡାକରା । ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବାକୁ ବାଦ୍ ଦେଲେ ରେଳ, ବସ୍, ଟ୍ରକ୍ ଚଳାଚଳ,ଦୋକାନ, ବଜାର ବନ୍ଦ ରହିବ। ଏନେଇ କଂଗ୍ରେସ ମୁଖ ଦେବାଶିଷ ପଟ୍ଟନାୟକଙ୍କ ସୂଚନା ।

















