ରାଜସ୍ଥାନର ଯୋଧପୁରରେ ଭାରସ୍ୟାମ ହରାଇ ବିଚ୍ ରାସ୍ତାରେ ବାଇକ ଓ ଲୋକଙ୍କ ଉପରେ ମାଡିଗଲା ଏକ ଅଡି କାର ।

30
ADVERTISEMENT

ରାଜସ୍ଥାନ,୧୦/୧୧ (ଡ଼ି.ଏଚ ବ୍ୟୁରୋ):-ରାଜସ୍ଥାନର ଯୋଧପୁରରେ ଭାରସ୍ୟାମ ହରାଇ ବିଚ୍ ରାସ୍ତାରେ ବାଇକ ଓ ଲୋକଙ୍କ ଉପରେ ମାଡିଗଲା ଏକ ଅଡି କାର । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲ୍ ରେ ଭର୍ତି I ଏବଂ ପୋଲିସ୍ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ।

Advertisement