ନୋ ଫିସିଂ ଜୋନରେ ଆନ୍ଧ୍ର ପ୍ରଦେଶର ଏକ ଟ୍ରଲର ଜବତ ।

141
ADVERTISEMENT

ଗଞ୍ଜାମ,୧୦/୧୧ (ଡ଼ି.ଏଚ ବ୍ୟୁରୋ):-ନୋ ଫିସିଂ ଜୋନରେ ଆନ୍ଧ୍ର ପ୍ରଦେଶର ଏକ ଟ୍ରଲର ଜବତ । ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ଅଲିଭ୍ ରିଡ୍ଲେଙ୍କ ମିଳନ ଋତୁ ଚାଲିଥିବା ବେଳେ ନୋ ଫିସିଂ ଜୋନରେ ଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ମନା । କିନ୍ତୁ ଆନ୍ଧ୍ର ପ୍ରଦେଶର ଏକ ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ବେଆଇନ ମାଛ ମାରୁଥିବା ବେଳେ ବନ ବିଭାଗ ପକ୍ଷରୁ ଉକ୍ତ ଟ୍ରଲରକୁ ଜବତ କରିବା ସହ ୮ ମତ୍ସ୍ୟଜୀବୀକୁ ଅଟକ ରଖି ତଦନ୍ତ ଚାଲିଥିବା ସୂଚନା ।

Advertisement